How to make aloo Vada

 How to make aloo Vada






ଆଳୁ ବରା ଘରେ କେମିତି କରିବେ


ସାମ୍ରଗୀ
- ଗୋଟେ ବଡ ଆଳୁ
- ଧନିଆ ପତ୍ର
- ତେଲ
- ଲୁଣ
- ପିଆଜ

ପ୍ରଣାଳୀ

ପ୍ରଥମେ ଆଳୁ କୁ ସିଜାଇ ଦେବେ, ଆଉ ଧନିଆ ପତ୍ର, ପିଆଜ କଟା ଲୁଣ ଦେଇ କି ଚକଟି ଦେବେ,
ଗ୍ୟାସ ରେ କଡେଇ ବସେଇବେ, ଅଳ୍ପ ତେଲେ ଦେବେ, ତେଲେ ଗରମ ହେଲା ପରେ
ତା ପରେ ଆଳୁ କୁ ଗୋଲ କରି ଗରମ ତେଲ ରେ ଭଜିବେ, କିଛି ସମୟ ପରେ ଲାଲ ରଙ୍ଗ ହୋଇଯିବ
ଆଉ ଗରମ ପରସିବେ.


0 Comments

Follow Me On Instagram